ନେପାଳ ରାଷ୍ଟ୍ରପତିଙ୍କ ଇସ୍ତଫା

ନେପାଳ ରାଷ୍ଟ୍ରପତିଙ୍କ ଇସ୍ତଫା

ଇସ୍ତଫା  ଦେଲେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି ।