କଂଗ୍ରେସ ଟିକଟ ଫେରାଇଲେ ଆଠଗଡ କଂଗ୍ରେସ ପାର୍ଥୀ ମେହେବୁବୁ ଖାନ୍‌  

କଂଗ୍ରେସ ଟିକଟ ଫେରାଇଲେ ଆଠଗଡ କଂଗ୍ରେସ ପାର୍ଥୀ ମେହେବୁବୁ ଖାନ୍‌  

କଂଗ୍ରେସ ଟିକଟ ଫେରାଇଲେ ଆଠଗଡ କଂଗ୍ରେସ ପାର୍ଥୀ ମେହେବୁବୁ ଖାନ୍‌  

ଆଠଗଡ -  ରାଜ୍ୟର ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ସହିତ ବିଜେଡି ଦଳ ପକ୍ଷରୁ ମଧ୍ୟ ଆଠଗଡ ବିଧାନ ସଭା କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ ହୋଇସାରିଲାଣି ଏହି ସମୟରେ କଂଗ୍ରେସ ଟିକଟ ପାଇ ନିର୍ବାଚନ ଲଢିବାକୁ ଥିବା ମେହେବୁବୁ ଅହମଦ୍‌ ଖାନ୍‌ ଆଜି ତାଙ୍କର ଦଳିୟ ଟିକଟକୁ ଫେରାଇ ଦେବାକୁ ସଭାପତିଙ୍କୁ ପତ୍ର ଲେଖିଛ"ି । ଏହାସହିତ ସେ ଦଳ ପକ୍ଷରୁ କରାଯାଇଥରବା ସାଂସଦ ପାର୍ଥୀଙ୍କୁ ନେଇ ଅସ"ୁଷ୍ଟ ଜାହିର କିରବା ସହିତ ବିଗତ ଦିନର ବରିଷ୍ଠ କଂଗ୍ରେସ ନେତା  ବିଭୁତି ଭୁଷଣ ମିଶ୍ରଙ୍କୁ ଟିକଟ ନ ଦେବା ନେଇ ପ୍ରଶ୍ନ ଉଠାଇବା ସହିତ ତାଙ୍କ ସପକ୍ଷରେ ଯୁକ୍ତି ବାଢିଛ"ି । ଏନଂ ଶ୍ରୀ ମିଶ୍ରଙ୍କୁ କଟକ ସାଂସଦ ପାଇଁ ଟିକଟ ଦିଆ ନଗଲେ ସେ ତାଙ୍କ ଟିକଟକୁ ଫେରାଇ ଦେବାର ପତ୍ରରେ ଉଲ୍ଲେଖ କରିଛ"ି । ଏହାକୁ ନେଇ କଂଗ୍ରେସ କର୍ମୀ ମାନଙ୍କ ମହଲରେ ନିରାଶର ବାତା ବରଣ ଖେଳିଯାଇଛି । ଯେଉଁଠି ୮୦ ଦଶକରେ ଆଠଗଡ ନିର୍ବାଚନ କ୍ଷେତ୍ରକୁ କଂଗ୍ରେସ ଗଡ ବୋଲାବାସହ ଏଠାରୁ ତତ୍‌ କାଳିନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କ୍ଷେତ୍ର ରହିଆସିଥିଲା । ଏବେ କଂଗ୍ରେସ ଏଭଳି ପରିସ୍ଥିତକୁ ନେଇ ରାଜନୈତିକ ସମିକ୍ଷକ ମାନେ ଦଳର ତୁଙ୍ଗ ନେତୃତ୍ୱକୁ ଦାୟୀ କରିଛ"ି । ଏହା ଉପରେ ରାଜ୍ୟ ନେତୃତ୍ୱ ତୁରନଦ୍‌ତ ପଦକ୍ଷେପ ନେଇ ଏହାର ସମାଧାନ ନକେଲ ଆଗାମି ଦିନରେ ଏଠାରେ କଂଗ୍ରେସ ତାର ସତା ହରାଇବ ବୋଲି ମଧ୍ୟ ସମିକ୍ଷକ ମାନେ ମତ ପ୍ରକାଶ କଲେଣି  ।