‘ରୁଚି ଫୁଡଲାଇନ’ ପକ୍ଷରୁ ବିଜ୍ଞାପନ ଲୋକାର୍ପିତ
ଭୁବନେଶ୍ୱର: ରୁଚି ଫୁଡଲାଇନ୍ ପକ୍ଷରୁ ରୁଚି ·'ର ଜନସଚେତନତା ମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଲୋକାର୍ପିିତ ହୋଇଯାଇଛି । ରୁଚି ବ୍ରାଣ୍ଡ୍ ନିଜର ସ୍ୱାଦ ଓ ଗୁଣାତ୍ମକ ମାନ ପାଇଁ ଗ୍ରାହକମାନଙ୍କ ଦ୍ୱାରା ବେଶ୍ ପରିଚିତ ଓ ଲୋକପ୍ରିୟତା ଲାଭ କରିଛି । ବର୍ତ୍ତମାନର ବଜାରରେ "ରୁଚି'ର ୪ପ୍ରକାର ·' ଯଥା-ଉକ୍ରଳ ଡଷ୍ଟ, ଉକ୍ରଳ ପ୍ରିମିୟମ, ଇଲାଇଚ୍ ଓ ଉକ୍ରର୍ଷ ଲିଫ୍ ଉପଲବଧ ହେଉଛି । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଭୋଟର୍ ମାନଙ୍କୁ ସଚେତନ କରିବା ସହ କାହା ଦ୍ୱାରା ପ୍ରଭାବିତ ନ ହୋଇ ନିଜର ମୂଲ୍ୟବାନ ଭୋଟ୍ ଦେବାକୁ ଏହି ବିଜ୍ଞାପନରେ ବାର୍ତ୍ତା ଦିଆଯାଇଛି । ବିଶେଷ ଭାବରେ ନିଜ ନିଷ୍ପତ୍ତି ନିଜେ ନେବାକୁ "ରୁଚି' ନିଜର ଟ୍ୟାଗ୍ ଲାଇନ୍ ରେ ବାର୍ତ୍ତା ଦେଇ କହିଛି "ଆମ ଭୋଟ-ଆମ ରୁଚି’ । ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୁଚିର ପରି·ଳନା ନିଦେ୍ର୍ଦଶକ ଡ.ଶରତ କୁମାର ସାହୁ କହିଛନ୍ତି ଯେ, ଓଡିଶାର ପ୍ରିୟ ଗ୍ରାହାକମାନଙ୍କୁ ସବୁବେଳେ ନୂଆ ସ୍ୱାଦ ଓ ନୂଆ ଚଏସର ସାମଗ୍ରୀ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ । ରୁଚି'ର ନିଦେ୍ର୍ଦଶକ ଅରବିନ୍ଦ ସାହୁ କହିଛନ୍ତି ଯେ, ପୂର୍ବ ଭାରତରେ ଉତ୍ପାଦିତ ହେଉଥିବା ସବୁଠାରୁ ଭଲ ·' ରୁଚି ପକ୍ଷରୁ ଆମଦାନୀ କରି ଏହାର ବଜାର ପ୍ରବେଶ କରାଯାଇଛି । ଓଡିଶାର ଶିଳ୍ପ ମାନଚିତ୍ରରେ ଦୀର୍ଘ ୪୮ବର୍ଷର ଅନୁଭୂତି ଓ ଅଭିଜ୍ଞତା ଏବଂ ସବୁ ଶ୍ରେଣୀର ଗ୍ରାହକମାନଙ୍କ ଗ୍ରହଣୀୟତା ପାଇଁ ରୁଚି ଏବେ ୩୦୦ରୁ ଊଦ୍ଧ୍ୱର୍ର୍ ସାମଗ୍ରୀ ଉତ୍ପାଦନ ଓ ବିପଣନ କରୁଛି । ଏହି ଅବସରରେ "ରୁଚି'ର ନିଦେ୍ର୍ଦଶିକା ସଙ୍ଗୀତା ସାହୁ, ନିଦେ୍ର୍ଦଶିକା ସାଲୀନା ସାହୁ ଓ ନିଦେ୍ର୍ଦଶିକା ଶ୍ରୀମତୀ ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।