ନୀଳଗିରି ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ମୋଟ ୧୪୭ ଆସନ ମଧ୍ୟରୁ ବିଜେପି ଗତକାଲି ସୁଦ୍ଧା ୧୪୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ କେବଳ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲା । ତେବେ ଶୁକ୍ରବାର ବିଜେପି ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସନ୍ତୋଷ ଖଟୁଆଙ୍କୁ ବିଜେପି ପ୍ରାର୍ଥୀଭାବେ ଘୋଷଣା କରିଛି ।