କି କଥା ବୋଇଲେ ?

କି କଥା ବୋଇଲେ ?

ନୂଆ ବରଷରେ ନିଗମ ଲଡୁଟା
ମିଳନ୍ତା କି ଆଉ ଭଲା
ଜଗି ଜଗି ଜଗି ଆଶାୟୀ ପାଟିକୁ
କରି ରହିଛନ୍ତି ମେଲା...
ଦେଲେ ଦେଲା ଭଳି ବୋଲା...
କୁହାଟ ପଡିଚି ପଦୁଅଁ ନଗରେ
ସରୁନି ଜମାରୁ ପାଲା...