କି କଥା ବୋଇଲେ ?

କି କଥା ବୋଇଲେ ?

ବୃଦ୍ଧକାଳେ ଟ୍ରମ୍ପ ପଗଳା ଭଳିଆ
ହଉଚି ଦିନକୁ ଦିନ
ତମ୍ପ ସାପ ପରି ଫଁଅ ଫଁଅ ଖାଲି
ଏଇଖିଣି ନିତି ଦିନ...
ସମସ୍ତଙ୍କୁ ଦେଖି ହୀନ...
ବିଶ୍ୱକୁ ବାଇଆ କରିସାରିଲାଣି
ମତିଭ୍ରମ ଘନଘନ...