ଗୁଡି ସୂତା ଲାଗି ଯୁବକ ଆହତ 

କଟକ : କଟକରେ ଗୁଡି ସୂତା ଲାଗି ଜଣେ ଯୁବକ ଆହତ । ଖାନ୍‌ନଗର ଟ୍ରାଫିକ  ଦେଇ ବାଇକ୍‌ ଯୋଗେ ଘରକୁ ଯିବା ସମୟରେ ଘଟିଛି ଅଘଟଣ । ଗୁଡି ସୂତାଟି ଯୁବକ ନାକରେ ଲାଗି ଟାଇଥିଲା । ଫଳରେ ଯୁବକଜଣଙ୍କ ନାକ କଟି ଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରୁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତିକରା ଯାଇଛି ।