ବଲାଙ୍ଗିର ଫଳ ମାର୍କେଟରେ ଅଗ୍ନିକାଣ୍ଡ : ଜଳିଗଲା ୫୦ଉଦ୍ଧ୍ୱର୍ ଫଳ ଦୋକାନ

ବଲାଙ୍ଗିର ଫଳ ମାର୍କେଟରେ ଅଗ୍ନିକାଣ୍ଡ : ଜଳିଗଲା ୫୦ଉଦ୍ଧ୍ୱର୍ ଫଳ ଦୋକାନ

ବଲାଙ୍ଗିର : ବଲାଙ୍ଗିର ପୁରୁଣା ସରକାରୀ ବସ ଷ୍ଟାଣ୍ଡ ସ୍ଥିତ ଫଳ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ଗଲା ୫୦ରୁ ଉଦ୍ଧ୍ୱର୍ ଫଳ ଦୋକାନ । ଘଟଣା ସ୍ଥଳରେ ନିଆଁକୁ ଆତ୍ତକରିବା ପାଇଁ ବଲାଙ୍ଗିର ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି ତାହା ଜଣା ପଡ଼ିନାହିଁ । ନିଆଁକୁ ଆୟତ୍ତ ପାଇଁ  ଦୁଇଟି ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି ।