ବଙ୍ଗଳାଦେଶ ଓ ଭାରତର ଇତିହାସ ସମାନ
ମହାମେଘବାହନ ଐର ଖାରବେଳ ସ୍ୱାଇଁ : ବଙ୍ଗଳାଦେଶର ନିକଟରେ ସମାପ୍ତ ହୋଇଥିବା ନିର୍ବାଚନରେ ବଙ୍ଗଳାଦେଶ ଜାତୀୟବାଦୀ ଦଳ ବିଏନ୍ପିର ତାରିଖ ରେହମାନ ନିର୍ବାଚିତ ହୋଇଛନ୍ତି ଏବଂ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଏହାର ଢ଼ାକା ଦିଲ୍ଲୀର ସମ୍ପର୍କ କ’ଣ ହେବ ତାହା ହେଉଛି ବଡ଼ କଥା । ଏହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହା ହେଉଛି ବଲିଉଡ୍ ସିନେମା ପରି ଏକ କାହାଣୀ ଯେଉଁଥିରେ ପରିବାରର ସମସ୍ତେ ଏକଜୁଟ ହୋଇଛନ୍ତି । ହିନ୍ଦୀରେ ‘କଭି ଖୁସ୍ କଭି ଗମ୍’ ନାମକ ଚଳଚ୍ଚିତ୍ର ଏକ ଅତି ଆକର୍ଷଣୀୟ ହୋଇଛି । ଏ ସମ୍ପର୍କରେ ପ୍ରଥମ ନିର୍ବାଚନ ଯାହାକି ଛାତ୍ରମାନଙ୍କର ବିଦ୍ରୋହ ପରେ ହୋଇଥିଲା ତାହା ଘଟିବାକୁ ଯାଉଛି । ଏହା ଫଳରେ ନୂଆ ଦୁଇ ଦେଶୀୟ ଦେଣନେଣ ସମ୍ପର୍କର ବୃଦ୍ଧି ହେବ । ବାସ୍ତବିକ ଦେଖିବାକୁ ଗଲେ ଏ ସମ୍ପର୍କରେ ଗୋଟିଏ ବିଶ୍ୱର କାହାଣୀ ସୃଷ୍ଟି ହୁଏ, ଯାହାକି ଦୁଇ ଦେଶ ଭିତରେ ସମ୍ପର୍କ ସ୍ଥାପିତ ହୁଏ । ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ଆଦର୍ଶଗତ ମନୋଭାବକୁ ପ୍ରତିଷ୍ଠିତ କରେ । ବଙ୍ଗଳାଦେଶ ଇତିମଧ୍ୟରେ ଜୁଲାଇ ମାସଠାରୁ ସେଠିକାର ବିଦ୍ରୋହରେ ଗୋଟିଏ ପଦ୍ଧତି ଥିବାର ଦେଖାଦେଇଛି । କିନ୍ତୁ ବଙ୍ଗଳାଦେଶ ମଧ୍ୟ ନିଜର ସ୍ୱରକୁ ଦମ୍ଦାର୍ କରିଛି ଏବଂ ଭାରତ ମଧ୍ୟ ଏ ବିଷୟରେ ବିଶେଷ କିଛି ଆଗ୍ରହ ପ୍ରକାଶ ଏ ପର୍ଯ୍ୟନ୍ତ କରିନାହିଁ । କାରଣ ବଙ୍ଗଳାଦେଶ ଭାରତର କନିଷ୍ଠ ସହଯୋଗୀ ଅଟେ । ଯେଉଁ ନୂଆ ସରକାର ଏବେ ଆସିଛି ତାହା ସଂସଦୀୟ ଗଣତନ୍ତ୍ରରୁ ଯେଉଁଥିରେ କି ଯୁବକମାନଙ୍କ ସଂଖ୍ୟା ଅଧିକ ଓ ଲୋକମାନଙ୍କର ବିଦ୍ରୋହ ତଥା ଅଣରାଜନୈତିକ ସେନା ପକ୍ଷରୁ ଘଟିଛି । ବର୍ତ୍ତମାନର ସଂସଦ ହେଉଛି ଲୋକମାନଙ୍କର ସରକାର । ଏହା ଗୋଟିଏ ରାଜନୈତିକ ଦଳର ସରକାର ନୁହେଁ । ଅନ୍ୟ ଦେଶରେ ଥିବା ଗୋଟିଏ ସରକାର ଏଠାରେ ତା’ର ନିଜର ସରକାର ପ୍ରତିଷ୍ଠା କରିନାହିଁ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ କଥା ହେଲା ଏଥିରେ ନିର୍ବାଚନ କ’ଣ ପ୍ରତିଷ୍ଠା କରୁଛି । ଏଥିରେ କୁହାଯାଇଛି ଯେ, ବଙ୍ଗଳାଦେଶର ପୁରୁଣା ଦୁଇ ଦଳର ଶାସନ ଭାଙ୍ଗିଯାଇଛି । ପୂର୍ବରୁ ଆୱାମୀ ଲିଗ୍ ଓ ବିଏନ୍ପି ଦଳ ହିଁ ସେଠାରେ ଶାସନ କରୁଥିଲେ । ଯେକୌଣସି ସରକାର ଏଠାରେ ଶାସନ କରୁନା କାହିଁକି ଏହା ଗୋଟିଏ ନାଗରିକମାନଙ୍କର ବିକଳ୍ପ ହିସାବରେ ବର୍ତ୍ତମାନ ଉଠି ଠିଆ ହୋଇଛି । ବର୍ତ୍ତମାନ ଏ ଦେଶରେ ଗୋଟିଏ କୂଟନୈତିକ ଆନନ୍ଦର କଥା ଦେଖାଯାଉଛି ଯେ, ଦୁଇ ଦେଶର ଇତିହାସ ଅଲଗା ହୋଇଥିବାର କଥା ଏବେ ବଦଳି ଗଲାଣି, ଏହା ହେଉଛି ଇତିହାସ । କିନ୍ତୁ ଆମେ ଯାହାକୁ ଏହାର ପରିବର୍ତ୍ତେ ଏକ ହସ ଏବଂ ଦୁଃଖର କଥାକୁ ଦୁଇଟି ପଡେ଼ାଶୀ ଦେଶ ମଧ୍ୟରେ ଦେଖିପାରୁଛୁ ଏବଂ ତାହା ମଧ୍ୟ ଭୁଲ୍ ବୋଲି କୁହାଯାଉଛି । ଏଥିରେ ଦୁଇଟି ଦେଶମାନ ନିଜର ଇତିହାସକୁ ନିଜ ଭିତରେ ସାମିଲ କରି ରଖିଛନ୍ତି । ଏମାନେ ଚେଷ୍ଟା କରୁଛନ୍ତି ଯେ, ଅଲଗା ଅଲଗା ଦିଗରେ ଏମାନେ କାମ କରିବେ । ଯେତେବେଳେ ସେମାନେ ଚେନ୍କୁ ଟାଣି ରଖିବେ ଏବଂ ଅଳ୍ପ କରି ଟାଣିବେ ସେତେବେଳେ କ’ଣ ହେବ ଦେଖିବାକୁ ବାକି ରହିଛି । ଉଭୟ ଦେଶର ଜନସାଧାରଣ ନିଶ୍ଚିତ ଭାବରେ ଉତ୍ତେଜକ କଥାର ସମାଧାନ ପାଇଁ କାର୍ଯ୍ୟ କରିଛନ୍ତି । ଏଥିପାଇଁ ମଧ୍ୟ ବିଭିନ୍ନ ପ୍ରକାର ଧ୍ୱନି ସେମାନେ ଦେଉଛନ୍ତି । ସେମାନେ ଘରୋଇ ପ୍ରଚାରକୁ ମଧ୍ୟ ଦେଖୁଛନ୍ତି । ସେମାନେ ଏ ବିଷୟରେ ନିଶ୍ଚିତ ଯେ, ସେମାନେ ଯାହା କରିଛନ୍ତି ଠିକ୍ କରିଛନ୍ତି । ଢ଼ାକାର ଏହା ଏକମାତ୍ର ଦାୟିତ୍ୱ ନୁହେଁ ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିବ । ସେଥିପାଇଁ ଦୁଇଟି ପଡେ଼ାଶୀ ରାଷ୍ଟ୍ର ସମ୍ପର୍କକୁ ବଢ଼ାଇବେ । ଦିଲ୍ଲୀର କେତେକ ରାଜନୀତିଜ୍ଞ ୧୮ ମାସ ଧରି ବଙ୍ଗଳାଦେଶର ବିଭିନ୍ନ ଅଂଶରେ ବୁଲୁଛନ୍ତି ଏବଂ ବଙ୍ଗଳାଦେଶ ବିରୁଦ୍ଧରେ ନାନା ପ୍ରକାର କଥା କହୁଛନ୍ତି । ସେଗୁଡ଼ିକ ମଧ୍ୟ ଲୋକମାନଙ୍କ ମନକୁ ଯାଉଛି । ଏ ବିଷୟରେ ମନ୍ତବ୍ୟ ଦିଆଯାଇଛି ଯେ, ଯାହା ଗଭୀର ଭାବରେ ଅନୁଭବ କରାଯାଉଛି । ସେହି ଧରଣର ଚିହ୍ନଗୁଡ଼ିକ କେବେହେଲେ ଠିକ୍ ହେବନାହିଁ ଏବଂ ନିକଟରେ ମଧ୍ୟ ଠିକ୍ ହେବାର ସମ୍ଭାବନା କମ୍ । ବର୍ତ୍ତମାନ ଯେଉଁ ସରକାର ଅଛି ମହମ୍ମଦ ୟୁନୁସଙ୍କ ସରକାର ନିଜ ପାଇଁ କିଛି ଭଲ କରିନାହାନ୍ତି ଏବଂ ସେମାନେ ଭାରତର ଧାରଣାକୁ ବଦଳାଇବାକୁ କୌଣସି ପ୍ରକାର ଚେଷ୍ଟା କରିନାହାନ୍ତି । ଏହା ମଧ୍ୟ ସୁରକ୍ଷା ଜନିତ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିନାହାନ୍ତି, ଦିଲ୍ଲୀର ମଧ୍ୟ ଅନେକ ହତିଆର ନିଜ ପାଖରେ ଅଛି । କୂଟନୈତିକ ଅସମାନତାଗୁଡ଼ିକ ସୁରକ୍ଷା କୌଶଳରେ ସ୍ୱତନ୍ତ୍ର ହୋଇ ରହୁଛି । କିନ୍ତୁ ଏ ସମ୍ପର୍କରେ ଏଗୁଡ଼ିକ ମଧ୍ୟ ଠିକ୍ ଭାବରେ ରହୁନାହିଁ । କିନ୍ତୁ ଏ ସମ୍ପର୍କରେ ଗୋଟିଏ ବିଡ଼ମ୍ବନା ରହିଛି । ଯେଉଁମାନେ ବଙ୍ଗଳାଦେଶ ବିରୋଧୀ ଏବଂ ମହମ୍ମଦ ୟୁନୁସଙ୍କ ବିରୋଧୀ ଏବଂ ଆୱାମୀ ଲିଗ୍ର ସମର୍ଥକ ସେମାନେ ପ୍ରଚାର କରିଥିଲେ ଯାହାକି କୌଣସି ବଙ୍ଗଳାଦେଶର ରାଜନୈତିକ ଦଳ କରିବାକୁ ସକ୍ଷମ ହୋଇନଥିଲେ । ଗତ ୫୦ ବର୍ଷ ଭିତରେ ତାହା ହୋଇନଥିଲା । ଏହା ହେଉଛି ଏକ କଥା ଯାହା ସାରା ଦେଶକୁ ଏକଜୁଟ କରିଦେଇଥିଲା । ଢ଼ାକାର ଅସନ୍ତୋଷ ଏହା ଯେ, ଏଥିପାଇଁ ଗୋଟିଏ ନୂତନ ଦୃଶ୍ୟ ବଙ୍ଗଳାଦେଶର ବେଆଇନ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ରହୁଛି । କିନ୍ତୁ ଗୋଟିଏ ଆତ୍ମଘୋଷିତ ପଡେ଼ାଶୀ ନାଗରିକଙ୍କର ନିଜ ସହିତ ସୁରକ୍ଷା ଜନିତ କଥା ମନେକରୁଛି ଯେ, ନୂଆଦିଲ୍ଲୀ ମଧ୍ୟ ଏ କଥା ସହିତ ଅଜଣା । ଏଠାରେ ଏକ ହିସାବ ଅଛି ଯାହାକି ସମସ୍ତଙ୍କୁ ବ୍ୟସ୍ତ କରୁଛି । ଏହା ଫଳରେ ସମସ୍ତ କୂଟନୈତିକ ସ୍ଥାନ ଯାହାକି ଫାଙ୍କା ହୋଇଛି ସେଗୁଡ଼ିକ ଖୁବ୍ଶୀଘ୍ର ଇସଲମାବାଦ ଓ ବେଜିଂ ଦ୍ୱାରା ପୂର୍ଣ୍ଣ ହୋଇଯିବ । ନିଜ ଦେଶର ଭିତିରି ରାଜନୀତି ନିଶ୍ଚିତ ଭାବରେ ଏ ସମ୍ପର୍କରେ ରଖିହେବ ଯେବେଠାରୁ ବିଦେଶ ନୀତି ଆଉ ଗୋଟିଏ କଥାର ଦାବି କରୁଛି ।
ବାଣିଜ୍ୟ ବାସ୍ତବିକତା ହେଉଛି ସବୁଠାରୁ ବିଶେଷ ସମ୍ପର୍କକୁ ନିଜର କରି ରଖିଥିବାର ବିଷୟ । ଆୱାମୀ ଲିଗ୍ର ଏ ସମ୍ପର୍କରେ ଭାରତ ସହିତ ସମ୍ପର୍କ ବହୁତ ଭଲ ହୋଇଥିଲା । ଭାରତ-ବଙ୍ଗଳାଦେଶର ସୀମାନ୍ତ ଅଞ୍ଚଳ ଏବଂ ନୌବାଣିଜ୍ୟ ଅଞ୍ଚଳ ଦାବି କରିଥିଲା ଯେ, ଗୋଟିଏ ଆନ୍ତର୍ଜାତିକ ଟ୍ରିବ୍ୟୁନାଲ ଏଥିପାଇଁ ଗଢ଼ା ହେବା ଉଚିତ । ଦୁଇ ଦେଶ ମଧ୍ୟରେ ଯାତାୟାତର ଚୁକ୍ତି ହେବା ଉଚିତ । ଏ ସମ୍ପର୍କରେ ଦ୍ୱିପାକ୍ଷିକ ବାଣିଜ୍ୟ ଅସମାନ ଓଜନର ଥିବାର ଜଣାଯାଇଛି ଏବଂ ଏଥିପାଇଁ ଅଣଶୁଳ୍କ ବାଧାକୁ ଅନେକ ସମୟରେ ଅଟକାଯାଇଛି । ଏ ସମ୍ପର୍କରେ ଭୂଗୋଳ ଏହି ଦୁଇ ପଡେ଼ାଶୀଙ୍କୁ ଅର୍ଥନୀତି ଏବଂ ପାରସ୍ପରିକ ସମ୍ମାନରେ ବାନ୍ଧି ଦେଇଛି, ଯାହା ଦ୍ୱାରା ସେମାନେ ଏକଜୁଟ ହୋଇ ରହିବା ଉଚିତ । ଏହା ହେଉଛି ସମ୍ପର୍କ କେମିତି କାମ କରେ ଏବଂ ତା’ର ଅର୍ଥ କ’ଣ । ଦିଲ୍ଲୀର ଏ ସମ୍ପର୍କରେ ଚିନ୍ତା ହେଉଛି ନିଜର ଯୁକ୍ତିଯୁକ୍ତ କଥାକୁ ଦେଖାଇବା ଏବଂ ବିଏନ୍ପି ଶାସକ ଦଳ ଭାରତର କଥାକୁ ଗୁରୁତର ସହ ନେବା ଉଚିତ । କାରଣ ଚରମପନ୍ଥା ଢ଼ାକା ପାଇଁ ମଧ୍ୟ ଅତ୍ୟନ୍ତ ବିପଦଜନକ । ମୁଖ୍ୟତଃ ସେଇଥିପାଇଁ ଢ଼ାକାର ଲୋକମାନେ ଜମାତ-ଇ-ଇସଲାମୀ ଦଳକୁ ଭୋଟ୍ ଦେଇନାହାନ୍ତି । ସେମାନେ ମଧ୍ୟ ରାଷ୍ଟ୍ରୀୟ ସୁରକ୍ଷାର ଚିନ୍ତାଧାରାକୁ ରଖିନାହାନ୍ତି ଏବଂ ସଂଖ୍ୟାଲଘୁମାନଙ୍କୁ ଯେଉଁ ଦଣ୍ଡ ଦିଆଯାଉଛି ସେ ବିଷୟରେ କେହି ନଜର ରଖିନାହାନ୍ତି । ଏହା ହେଉଛି ଦୁଇ ପକ୍ଷର ସୀମାର କଥା । ଏହା ଯଦି ମୌଳିକ ବର୍ଣ୍ଣନାର କଥା ହୁଏ ତା’ହେଲେ ଉଭୟ ପକ୍ଷ ଢ଼ାକା ଓ ନୂଆଦିଲ୍ଲୀ ଏ କଥାକୁ ସ୍ୱୀକାର କରିବେ । ବିଏନ୍ପି ଏ ସମ୍ପର୍କରେ ନୂଆଦିଲ୍ଲୀ ସହ ସତର୍କତାର ସହ କାରବାର କରିବ ଏବଂ ଏହା ମଧ୍ୟ କରିବା ନିଶ୍ଚିତ । କାରଣ ପୂର୍ବର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କର ଢ଼ାକାର ଅଦାଲତରେ ବିଚାର ହେଉଛି, ଯାହା ହେଉଛି ଏକ ବାସ୍ତବିକତା । ଏହା ହେଉଛି ଏକ ସୁବିଧାଜନକ ଦୁଇ ପକ୍ଷର କଥାକୁ ହିସାବକିତାବ କରିବା ପାଇଁ ବିଷୟ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସମ୍ପର୍କ ଲାଗୁ ରହିବା ଉଚିତ । ଏଥିପାଇଁ ଜମାତ-ଇ-ଇସଲାମୀ ସାଙ୍ଗରେ ସମ୍ପର୍କ କରିବା ଉଚିତ । କାରଣ ଜମାତ-ଇ-ଇସଲାମୀ ନୂଆ ପ୍ରକାରର ଜନସମର୍ଥନ ଓ ସହାନୁଭୂତି ପାଉଛି । ଏଥିପାଇଁ ଜମାତ-ଇ-ଇସଲାମୀ ନିଜର ସତର୍କତାର ସହିତ ଆଞ୍ଚଳିକ ସମ୍ପର୍କକୁ ବଢ଼ାଇ ଚାଲିବ । ଏଥିପାଇଁ ଅତି ଦୃଢ଼ତାର ସହିତ ହାସିନା ବିରୋଧୀ ରାଜନୀତିକୁ ଆଣିବ । ଏହାଛଡ଼ା ମଧ୍ୟ ବିଜେପି ଏଥିସହିତ କଥାବାର୍ତ୍ତା କରି ଭାରତ ସହ ଜଳବଣ୍ଟନ ବିବାଦକୁ ଠିକ୍ କରିବ । ଜଳବଣ୍ଟନ ବିବାଦ ହେଉଛି ଗଙ୍ଗା ଜଳ ଓ ବ୍ରହ୍ମପୁତ୍ର ଜଳ କେତେ ପରିମାଣରେ ବଙ୍ଗଳାଦେଶକୁ ଯିବ ସେଥିପାଇଁ ନିଶ୍ଚିତ କରିବା । ଜମାତ-ଇ-ଇସଲାମୀର ବର୍ତ୍ତମାନ ଜନସାଧାରଣଙ୍କ ଦ୍ୱାରା ସହାନୁଭୂତି ଦେଖିବାକୁ ମିଳୁଛି ଏବଂ ସେଥିପାଇଁ ଶେଖ ହାସିନାଙ୍କ ବିରୋଧୀ ମନୋବୃତ୍ତି ବଢେ଼ଇବାକୁ ଚେଷ୍ଟା କରୁଛି । ଦେଖାଯାଉଛି ଅନ୍ୟସବୁ ରାଜନୈତିକ ଦଳଙ୍କ ଅପେକ୍ଷା ବଙ୍ଗଳାଦେଶ ନ୍ୟାସନାଲିଷ୍ଟ ପାର୍ଟି ସରକାର ଏ ପର୍ଯ୍ୟନ୍ତ ତା’ ହାତରେ ବହୁତ ପ୍ରକାର ବାଟ ରହିଛି । ବର୍ତ୍ତମାନ ବେଜିଂ ରହୁଛି ଗୋଟିଏ ଅର୍ଥନୈତିକ ସ୍ୱୀକୃତି ଦେଉଥିବା ଦେଶ ଯେ ପର୍ଯ୍ୟନ୍ତ ୱାଶିଂଟନର ସରକାର ଏ ସମ୍ପର୍କରେ ହସ୍ତକ୍ଷେପ ନ କରିଛନ୍ତି । ତାହା ଛଡ଼ା ଆଙ୍କାରା (ତୁର୍କୀଏ) ଓ ଇସଲାମାବାଦ ପ୍ରତିରକ୍ଷା ଏବଂ ଅର୍ଥନୈତିକ ସ୍ୱୀକୃତି ଗ୍ୟାରେଣ୍ଟି ଆକାରରେ ଦେବେ । ସେମାନେ ପ୍ରତିରକ୍ଷାର ବିଭକ୍ତିକରଣ ସମସ୍ୟା ସମ୍ପର୍କରେ ମଧ୍ୟ ଉତ୍ତର ଦେବେ । ଏ ସମ୍ପର୍କରେ ଗୋଟିଏ ବାସ୍ତବ ଆବଶ୍ୟକତା ହେଉଛି ଉଗ୍ରବାଦୀମାନଙ୍କର ସୁରକ୍ଷା ନିର୍ଭରଶୀଳତା ଯାହାକି ଭାରତ ଆବଶ୍ୟକତା କରୁଛି ।
ଭାରତ ପାଖରେ ଥିବା ଏବଂ ବଙ୍ଗଳାଦେଶକୁ ଲାଗି କରି ଥିବା ମିଅାଁମାର ଯେଉଁଠି ରାଷ୍ଟ୍ରର ଅଲଗା ଗୋଷ୍ଠୀ ହିସାବରେ ଥିବା ସଶସ୍ତ୍ର ଗୋଷ୍ଠୀ ବସୁଛନ୍ତି ନିଜର ସୀମାର ବାହାରେ, ସେମାନଙ୍କ ମୁଣ୍ଡ ଉପରେ ରୋହିଙ୍ଗ୍ୟାମାନେ ମଧ୍ୟ ଅଛନ୍ତି ଯେଉଁମାନଙ୍କର ସଂଖ୍ୟା ୧୨ ଲକ୍ଷ ଅଟେ । ସେମାନେ ଶରଣାର୍ଥୀ ହୋଇ ବଙ୍ଗଳାଦେଶରେ ପଶିଛନ୍ତି । ସେମାନେ ମଧ୍ୟ ପ୍ରତିରକ୍ଷାର ନୀତିକୁ ଘୋଷଣା କରିବେ ଯାହା ହେଉଛି ଏକ ପ୍ରାଥମିକତା। ଏହା ଅସାଧାରଣ ଉପାୟରେ ଘଟିବ । ଏହା ହେଉଛି ବୁଦ୍ଧିମାନର କାର୍ଯ୍ୟ ବଙ୍ଗଳାଦେଶକୁ ଅନ୍ୟ ଯେକୌଣସି ଦେଶ ହିସାବରେ ଗ୍ରହଣ କରିବା ଉଚିତ ନୁହେଁ ଏବଂ ଏହା ଏକ ସୁରକ୍ଷାର କାରଣ ବୋଲି ଭାବିବା ଉଚିତ ନୁହେଁ । ଏହାକୁ ମଧ୍ୟ ଅନ୍ୟ କୌଣସି ଦେଶର ଇଚ୍ଛାଶକ୍ତି ହିସାବରେ ଗ୍ରହଣ କରିବା ଉଚିତ ନୁହେଁ । ଏହାର ଅର୍ଥ ହେଉଛି ଢ଼ାକାର ବିଦେଶନୀତି ବିଏନ୍ପି ଶାସନ ଅଧୀନରେ ହିସାବ କରିବ ଏହାର ସମ୍ପର୍କର କଥା ଏବଂ ବିପଦର କଥାକୁ ବଙ୍ଗଳାଦେଶ ମଧ୍ୟରେ ଅସୁବିଧା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଏ । ରୋହିଙ୍ଗ୍ୟାମାନେ ବଙ୍ଗଳାଦେଶ ପ୍ରତି ଏକ ବିପଦର କାରଣ ଅଟନ୍ତି । ଏହାଛଡ଼ା ଏହି ଯେଉଁ ନିର୍ବାଚନରେ ସମ୍ପର୍କ ଦିଆଗଲା ଯାହା ହେଉଛି ବଙ୍ଗଳାଦେଶ ପାଇଁ ନିଜର ଚରିତ୍ର ବଦଳାଇବାର ଗୋଟିଏ ସମୟ । ଏହା ହେଉଛି ବଙ୍ଗଳାଦେଶକୁ ଗୋଟିଏ ସୁବିଧା ଦିଆଯାଇଛି ସତର୍କତାର ସହ ଆଶାବାଦୀ ହେବା ଉଚିତ, ଯାହା ଫଳରେ ଉଭୟ ପକ୍ଷର ରାଜନୈତିକ ନେତାମାନେ ଶେଷ ବେଳକୁ ବାସ୍ତବତାର ଉପରକୁ ଆସିବାକୁ ବାଧ୍ୟ ହେବେ। ବିଏନ୍ପି ଦଳର ବିଭିନ୍ନ ଦେଶ ସହିତ ସମ୍ପର୍କ ବଢ଼ାଇବାର କଥା ଅଛି ଏବଂ ଏହା କେବଳ ପରସ୍ପର ପରସ୍ପରକୁ ସାହାଯ୍ୟ କରିବା ଉପରେ ନିର୍ଭର କରେ । ସେଥିପାଇଁ ଭଲ କଥା ନିଜ ଭିତରେ କହିବାର ଆବଶ୍ୟକତା ନାହିଁ ଏବଂ ଏଥିପାଇଁ ବିରିଆନି କୂଟନୀତି ଚଳାଇବାର ମଧ୍ୟ ଆବଶ୍ୟକତା ନାହିଁ । ତାହା ନହେଲେ ସୋଲେ ଫିଲ୍ମରେ ଯାହା ଘଟିଛି ସେହିକଥା ହେବ । ସୋଲେ ଫିଲ୍ମରେ କୁହାଯାଇଛି ଇତନା ସୁନାତା କୁଁ୍ୟ ହେ ଭାଇ, ଅର୍ଥାତ୍ ଏତେକଥା କାହିଁ କହୁଛ ଭାଇ । ବୋଧହୁଏ ଉଭୟ ଦେଶ ଶେଷକୁ ଆଉ ଜଣକୁ ଅପେକ୍ଷା କରିଛନ୍ତି ଯିଏକି ଉଚିତ କଥା କହିବ । କିନ୍ତୁ ଏଥିରେ ପ୍ରତିବନ୍ଧକ ହେଉଛି ସେ ମୁହୂର୍ତ୍ତ ଆସିଲାଣି କି କ’ଣ ସେ କଥା ଜଣାନାହିଁ ।
e-mail:kharabelaswain(@gmail.com
ମୋବାଇଲ୍ -୯୪୩୭୦୨୦୨୯୦