କି କଥା ବୋଇଲେ ?

କି କଥା ବୋଇଲେ ?

ଢେଙ୍କାନାଳ ଭଳି ଅନେକ ଜାଗାରେ
ପଥର ବେପାର ପାଇଁ
କେତେବେଳେ କିସ ହେଇଯିବ ଜାଣ
ସନ୍ଦେହ ଏଥିରେ କାହିଁ...
ବ୍ୟବସ୍ଥା ଖାଉଚି ଦୁହିଁ...
ମଧୁଚନ୍ଦ୍ରିକାରେ ସବୁ ବୁଡିଛନ୍ତି
ତଣ୍ଟି ଯାଏଁ ଗିଳି ଦେଇ...