ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟେ ଅଗ୍ନିକାଣ୍ଡ
ଭୁବନେଶ୍ୱର : ଭୁବନେଶ୍ୱର ଫର୍ଚୁନ ଟାୱାର ପଛପଟ ଏକ ଖୋଲା ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ନିର୍ମାଣ ସଂସ୍ଥା ତରଫରୁ ସେ ସ୍ଥାନରେ ରଖା ଯାଇଥିବା ପାଇପ୍ ଓ ପାଣି ଟାଙ୍କିରେ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ତରଫରୁ ଉଦ୍ୟମ ଜାରି ରହିଛି । ନିଆଁ କିଭଳି ଏବଂ କେଉଁ ପରିସ୍ଥିତିରେ ଲାଗିଛି ତାହା ଜଣା ପଡି ନାହିଁ ।
Samir Kumar Rout