ଦେବାଶିଷଙ୍କ ସପକ୍ଷରେ ବାହାରିଲେ ସମ୍ବିତ୍ 

ଦେବାଶିଷଙ୍କ ସପକ୍ଷରେ ବାହାରିଲେ ସମ୍ବିତ୍ 

ଦେବାଶିଷ ସାମନ୍ତରାୟଙ୍କ ସମକ୍ଷରେ ବାହାରିଲେ ସମ୍ବିତ୍ ରାଉତରାୟ ।  ବିଜେଡି କଳିକୁ ନେଇ କହୁ କହୁ କହିଦେଲେ ଅନେକ କଥା । ଟ୍ୱିଟ୍ କରି ଦେବାଶିଷ ମାସନ୍ତରାୟଙ୍କ ଅପେକ୍ଷା କରିବା ଠିକ୍ ହେଲାନି । ସେମାନେ କେବେ ଆସିଲେ , ଦେବାଶିଷ କେବେ ଆସିଲେ ପଚାରିଲେ  । ଏପରି ଟ୍ୱିଟି କରିବା ପୂର୍ବରୁ ଭାବିବାର ଥିଲା ବୋଲି କହିଛନ୍ତି ସମ୍ବିତ୍ ସାମନ୍ତରାୟ । ଏହାଛଡା ପାଣ୍ଡିଆନଙ୍କ କଥା ପଚାରିବାରୁ ଚିହିଁକି ଉଠି ସେ କିଏ ବୋଲି ପ୍ରଶ୍ନ କରିଛନ୍ତି । ଏକଥା ମଧ୍ୟ କହିଛନ୍ତି ସେ ତ ସନ୍ନ୍ୟାସ ନେଇସାରିଛନ୍ତି ,ଶାସନରେ ଥିଲା ବେଳେ କାମ କରୁଥିଲେ । ‘ମତେ ପାଣ୍ଡିଆନଙ୍କ କଥା ପଚାରନ୍ତୁ ନାହିଁ’ ବୋଲି କହିଥିଲେ । ‘ଏହାଛଡା ସବୁଦଳରେ ବିବାଦ ଅଛି ଆମ ଦଳରେ ବି ରହିଛି’ା ମାନ୍ୟବର ସଭାପତି ଏସବୁ ସମ୍ବଦ୍ଧରେ ଅବଗତ । ତେଣୁ ସେ ଉଚିତ୍ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି । ଦେବାଶିଷ ମାସନ୍ତରାୟଙ୍କ ଅପେକ୍ଷା କରିବା ଠିକ୍ ହେଲାନି । ସେମାନେ କେବେ ଆସିଲେ , ଦେବାଶିଷ କେବେ ଆସିଲେ ପଚାରିଲେ  । ଏପରି ଟ୍ୱିଟି କରିବା ପୂର୍ବରୁ ଭାବିବାର ଥିଲା ବୋଲି କହିଛନ୍ତି ସମ୍ବିତ୍ ସାମନ୍ତରାୟ । ଏହାଛଡା ପାଣ୍ଡିଆନଙ୍କ କଥା ପଚାରିବାରୁ ଚିହିଁକି ଉଠି ସେ କିଏ ବୋଲି ପ୍ରଶ୍ନ କରିଛନ୍ତି । ଏକଥା ମଧ୍ୟ କହିଛନ୍ତି ସେ ତ ସନ୍ନ୍ୟାସ ନେଇସାରିଛନ୍ତି ,ଶାସନରେ ଥିଲା ବେଳେ କାମ କରୁଥିଲେ । ‘ମତେ ପାଣ୍ଡିଆନଙ୍କ କଥା ପଚାରନ୍ତୁ ନାହିଁ’ ବୋଲି କହିଥିଲେ । ‘ଏହାଛଡା ସବୁଦଳରେ ବିବାଦ ଅଛି ଆମ ଦଳରେ ବି ରହିଛି’ା ମାନ୍ୟବର ସଭାପତି ଏସବୁ ସମ୍ବଦ୍ଧରେ ଅବଗତ । ତେଣୁ ସେ ଉଚିତ୍ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି ।