ବାସ୍ତୁଶାସ୍ତ୍ର : ଅଟା ଚକଟିବା ସମୟରେ କିଛି ନିୟମ ପାଳନ ଆବଶ୍ୟକ
ରୋଷେଇର ସମସ୍ତ ପ୍ରକାର ପ୍ରଭାବ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ପକାଇଥାଏ । ତେବେ ବାସ୍ତୁଶାସ୍ତ୍ରରେ ମହିଳାମାନେ ଅଟା ଚକଟିବା ସମୟରେ କିଛି ନିୟମ ପାଳନ କରିବା ଆବଶ୍ୟକ । ଏହା କରିବା ଦ୍ୱାରା ପରିବାରର ଖୁସି ବଢିଥାଏ ।
ସାଧାରଣତଃ ଘରେ ମହିଳାମାନେ ଅଟା ଚକଟିବା ପରେ ନିଜ ଆଙ୍ଗୁଠିର ଦାଗ ଦେଇଥାଆନ୍ତି । ଏଥିରେ ପୂର୍ବ ପୁରୁଷଙ୍କ ସହ ସମ୍ବନ୍ଧ ରହିଥାଏ । ଅଟା ଗୁଳା ପିଣ୍ଡ ସମାନ ହୋଇଥାଏ । ଅଟାକୁ ପିଣ୍ଡରେ ପିତୃପୁରୁଷଙ୍କ ପାଇଁ ଭୋଜନ କରାଯାଇଥାଏ ।
ଏପରି ଅଟାର ରୁଟିକୁ ଖାଇ ପିତୃପୁରୁଷ ରାଗିଯାଆନ୍ତି । ପରିବାରରେ ପିତୃପୁରୁଷ ଦୋଷର ଛାୟା ବୁଲିଥାଏ ସେଥିପାଇଁ ଅଟା ଚକଟିବା ବେଳେ ଆଙ୍ଗୁଠିର ଚିହ୍ନ ନିହାତି ବନାଇବା ଆବଶ୍ୟକ । ଯାହାଦ୍ୱାରା ତାହା ଖାଇବାର ଯୋଗ୍ୟ ହୋଇଥାଏ ।