ରାୟଗଡର ଭୂସ୍ଖଳନ ସ୍ଥଳରେ ଉଦ୍ଧାର ଜାରି 

ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଭୂସ୍ଖଳନ ସ୍ଥଳ ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ ବିଭୂତି ଜେନା । ଦିନରାତି ଏକ କରି ମାଟି ଖୋଳି ଖୋଜାଖୋଜି କରୁଛନ୍ତି ଅଗ୍ନିଶମ କର୍ମଚାରୀ । କାଲିର ଭୂସ୍ଖଳନ ପରଠୁ ପେକେଟ ଗାଁର ବାପପୁଅ ନିଖୋଜ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଭୁସ୍ଖଳନ ସ୍ଥଳ ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ ବିଭୂତି ଜେନା ।