କି କଥା ବୋଇଲେ ?

କି କଥା ବୋଇଲେ ?

ବିଜେଡିର କିଛି ନେତାଙ୍କ ଏଇଲେ
ତୁଣ୍ଡ ଖଲଖଲ ହୁଏ
ଦଳ ଭିତରେ ଯେ କୋଣଠେସା ହେଇ
ରହିଥିଲେ ଆହା ଯିଏ...
ସବୁଦିନ କିଏ ସହେ...
ସେଥିପାଇଁ ଯେତେ ଦୁଃଖି ଆତ୍ମା ଥେଲେ
ଖାଲି ରଡୁଛନ୍ତି ପ୍ରାୟେ...