କିଟୋ ଡାଏଟ କଲେ ଫଟ୍‌ କିନା କମିଯିବ ଓଜନ

diet

କିଟୋ ଡାଏଟ କଲେ ଫଟ୍‌ କିନା କମିଯିବ ଓଜନ

କିଟୋ ଡାଏଟକ ଲୋ-କାର୍ବ ଡାଏଟ କୁହାଯାଏ । ଡାଏଟରେ କାର୍ବସ କମ୍‌ ଓ ଫ୍ୟାଟ ଅଧିକ ରହିଥିବାରୁ ଶରୀରରେ କାର୍ବୋହାଇଡ୍ରେଟ୍‌ ଶକ୍ତି ଉତ୍ପନ୍ନ ହୋଇଥାଏ, ଯାହାକି ଓଜନ ହ୍ରାସ କରିଥାଏ । 

କେଉଁ କିଟୋ ଫୁଡ୍‌ ଖାଇବେ : 
ହାଇ ପ୍ୟାଟ ଫୁଡ୍‌: ଆଭୋକାଡୋ, ନଡିଆ, ଘିଅ, ଲହୁଣୀ, ଜୈତୁନ୍‌ ତେଲ, ନଟ୍ସ ଯଥା ବାଦାମ, ଅଖରୋଟ, ଚିଆ ସିଡ଼ । ଫ୍ୟାଟି ଫିସ୍‌ ଯେପରି ସେଲେମନ୍‌ ।
ମଧ୍ୟମ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଚିକେନ, ମଟନ, ଅଣ୍ଡା, ପନିର, ଡାଏରୀ ପ୍ରଡକ୍ସସ ।
କାର୍ବୋହାଇଡ୍ରେଟ୍‌: ପତ୍ରଯୁକ୍ତ ପରିବା ଯଥା- ପାଳଙ୍ଗ, କଦଳୀ, ବ୍ରୋକଲି ।
ନନ୍‌-ଷ୍ଟ୍ରାଚ୍‌ ପରିବା ଯେପରି ଜାମୁକୋଳି, ବେଲ ।
ଚିନି ଓ ଷ୍ଟାର୍ଚ ବର୍ଜନ : କିଟୋ ଡାଏଟ୍‌ ଓଜନ କମ କରିବାରେ ସହାୟତା କରିଥାଏ । ଭୋକର ଲେବଲ ହ୍ରାସ କରିଥାଏ । ମେଟାବଲିଜମକୁ ବୃଦ୍ଧି କରିଥାଏ ।  
କିଟୋ ଡାଏଟକୁ ଅଧିକ ଦିନ ଧରି ଖାଇବା ଦ୍ୱାରା ନ୍ୟୁଟ୍ରିଏଣ୍ଟ ହ୍ରାସ, ହୃଦୟ ସମ୍ବନ୍ଧିତ ସମସ୍ୟା ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମାନ ସୃଷ୍ଟି ହୋଇଥାଏ ।