ରସୁଣ ଖାଇବା କାହାକୁ ମନା!

ରସୁଣ ଖାଇବା କାହାକୁ ମନା!

ଦୈନନ୍ଦିନ ରସୁଣ ଖାଇବା ସ୍ବାସ୍ଥ୍ୟ ପ୍ରତି ଅନେକ  ଲାଭଦାୟକ । ରସୁଣ ଖାଇବା ଦ୍ୱାରା କ୍ୟାନ୍‌ସର, ରକ୍ତଚାପ, ମୁଖବ୍ରଣ ଆଦି ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଆପଣ  ଜାଣିଛନ୍ତି କି କେଉଁମାନେ ରସୁଣ ଖାଇବା ଅନୁଚିିତ? ତେବେ ଜାଣନ୍ତୁ ସେ ସମ୍ପର୍କରେ…

ଶ୍ୱାସ ରୋଗୀ ରସୁଣ ଖାଇବା ଅନୁଚିତ। କାରଣ ରସୁଣରୁ ଏହି ରୋଗୀଙ୍କୁ ଅନେକ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ମିଳିଥାଏ।

 ଗର୍ଭବତୀମାନେ ରସୁଣ ଖାଇବାରୁ ଦୂରେଇ ରହିବା ଉଚିତ।

 ଯେକୌଣସି ପ୍ରକାର ଅସ୍ତ୍ରୋପଚାର ପୂର୍ବରୁ ରସୁଣ ଖାଇବା ଉଚିତ ନୁହେଁ।

 ଯଦି ଆପଣଙ୍କର ରସୁଣ ଖାଇବା ପସନ୍ଦ, ତେବେ ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ