ଆଇଏସ୍ ରେଜଲ୍ଟରେ କମାଲ କଲେ ଓଡିଆ 

ଆଇଏସ୍ ରେଜଲ୍ଟରେ କମାଲ କଲେ ଓଡିଆ 

ପ୍ରକାଶ ପାଇଲା ଆଇଏସ୍ ରେଜଲ୍ଟ ୨୦୨୪ ।  କମାଲ କରିଛନ୍ତି ଓଡିଆ ।  ରିତିକା ରଥ ୟୁପିଏସରେ ୪୮ତମ ସ୍ଥାନରେ ରହିଛନ୍ତି । ଆକାଶ ଗର୍ଗ ପଞ୍ଚମ, କୋମଲ ପନିଆ ଷଷ୍ଠ ,ଆୟୁଶି ବଂଶଲ ସପ୍ତମ, ରାଜକ୍ରିଷ୍ଣା ଝା ଅଷ୍ଟମ, ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ, ମୟଙ୍କ ତ୍ରୀପାଠୀ ଦଶମ ସ୍ଥାନରେ ଅଛନ୍ତି । ୪୮ତମ ସ୍ଥାନ ଅଧିକାର କରିଛନ୍ତି ଓଡିଶାର ରୀତିକା ରଥ । ୯୫ତମ ସ୍ଥାନରେ ଅଛନ୍ତି ଓଡିଶାର ଦେବୀକା ପ୍ରିୟଦର୍ଶିନୀ । ୯୬ତମ ସ୍ଥାନରେ ଓଡିଶାର ଆଦିତ୍ୟ ଆଚାର୍ଯ୍ୟ , ୧୬୪ରେ ଦିପ୍ତୀ ରଞ୍ଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର, ୨୧୨ ର୍ୟାଙ୍କରେ ଅନୃପ ନାୟକ ରହିଛନ୍ତି ।