ନବୀନଙ୍କୁ ଭେଟିଲେ ରାଜ୍ୟପାଳ

 ନବୀନଙ୍କୁ ଭେଟିଲେ ରାଜ୍ୟପାଳ


 ନବୀନଙ୍କୁ ଭେଟିଲେ ରାଜ୍ୟପାଳ । ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ରାଜ୍ୟପାଳ । ନିକଟରେ ନବୀନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଥିଲେ । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ।