ଜାଣନ୍ତୁ , ଆଜି ଭୁବନେଶ୍ବରରେ କେତେ ରହିଛି ପେଟ୍ରୋଲ, ଡିଜେଲ ଦର

ଜାଣନ୍ତୁ  , ଆଜି ଭୁବନେଶ୍ବରରେ କେତେ ରହିଛି ପେଟ୍ରୋଲ, ଡିଜେଲ ଦର
କହିବାକୁ ଗଲେ ଆମ ପକେଟ ଉପରେ ପଡୁଥିବା ପ୍ରଭାବର ମୂଳ ହେଉଛି ତୈଳ । କାରଣ ଅନେକ ସମୟରେ ତୈଳ ଦର ଉପରେ ଅନ୍ୟ ସାମଗ୍ରୀର ଦର ନିର୍ଦ୍ଧାରିତ ହୋଇଥାଏ । ତେଣୁ ତୈଳ ଦର ଜାଣିବାରେ ଅନେକଙ୍କ ଆଗ୍ରହ ରହିବା ସ୍ବାଭାବିକ । ଆଜି ଭୁବନେଶ୍ବରରେ ଡିଜେଲ ଲିଟର ପିଛା ଦର ୯୨ ଟଙ୍କା ୬୯ ପଇସା ରହିଛି । ଗତକାଲି ଦର ଥିଲା ୯୨ ଟଙ୍କା ୫୫ ପଇସା । ସେହିପରି ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ରହିଛି ୧୦୧ ଟଙ୍କା ୧୧ ପଇସା । ପେଟ୍ରୋଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । କିଛିଦିନ ଧରି ଲଗାତାର ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଥିଲା।