ସୁପ୍ରିମକୋର୍ଟଙ୍କ ବଡ଼ ରାୟ!

ସୁପ୍ରିମକୋର୍ଟଙ୍କ ବଡ଼ ରାୟ!

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ତାହା ହେଲା ୬(ଏ) ଆଇନ ସାମ୍ବିଧାନିକଭାବେ ବୈଧ । ଏଣିକି ଆସାମ ଆସିଥିବା ବାଂଲାଦେଶୀଙ୍କୁ ନାଗରିକତା ମିଳିବ । ୧୯୬୬ରୁ  ୧୯୭୧ ମଧ୍ୟରେ ଆସିଥିଲେ ନାଗରିକତା ମିଳିବ । ଅନ୍ୟପକ୍ଷରେ ୧୯୭୧ ମାର୍ଚ୍ଚ ୨୫ ପରେ  ଆସିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।  କେବଳ ସେତିକି ନୁହେଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରତର୍ପଣ ଲାଗି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।