ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି : ମୋଦୀ

ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି : ମୋଦୀ

ଭାରତକୁ ନେଇ ଟ୍ରମ୍ପଙ୍କ ପ୍ରତିକ୍ରିୟାର ଜବାବ ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ । ‘ଏକ୍ସ’ରେ ପୋଷ୍ଟ କରି ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ । ‘ଭାରତ ଆମେରିକା ସମ୍ପର୍କକୁ ନେଇ  ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଉଛି । ଭାରତ ଆମେରିକା ମଧ୍ୟରେ ସକରାତ୍ମକ ସହଭାଗିତା ରହିଛି ।