ଆଇପିଏଲ୍‌ ନିଲାମ ତାଲିକାରେ ଦୁଇ ଓଡ଼ିଆ ଖେଳାଳି 

 ଆଇପିଏଲ୍‌ ନିଲାମ ତାଲିକାରେ ଦୁଇ ଓଡ଼ିଆ ଖେଳାଳି 

ଭୁବନେଶ୍ୱର : ଚଳିତ ବର୍ଷ ଆଇପିଏଲ୍‌ ନିଲାମ ତାଲିକାରେ ଦୁଇ ଓଡ଼ିଆ ଖେଳାଳି । ଦୁଇ ଓଡ଼ିଆ କ୍ରିକେଟରଙ୍କୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ ନିଲାମ ତାଲିକାରେ ଯୋଡ଼ିଛି ଭାରତୀୟ କ୍ରିକେଟ୍‌  କଣ୍ଟ୍ରୋଲ ବୋର୍ଡ । ଯୋଡ଼ି ହୋଇଥିବା ଦୁଇ ଓଡ଼ିଆ ଖେଳାଳି ହେଲେ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲ । ଉଭୟଙ୍କ ବେସ୍‌ ପ୍ରାଇସ୍‌ ୩୦ ଲକ୍ଷ ଟଙ୍କା ରହିଛି  । ଚଳିତ ଥର ଆଇପିଏଲ୍‌ ମିନି ନିଲାମରେ ୩୬୯ ଜଣ ଖେଳାଳି ସାମିଲ ହୋଇଛନ୍ତି ।