ଥଣ୍ଡା ବୋତଲରେ ଦେଶୀ ମଦ : ଧରିଲା ଅବକାରୀ ବିଭାଗ

ଥଣ୍ଡା ବୋତଲରେ ଦେଶୀ ମଦ : ଧରିଲା ଅବକାରୀ ବିଭାଗ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥଣ୍ଡା ବୋତଲରେ ଦେଶୀ ମଦ । ଘାଟିକିଆ ବରମୁଣ୍ଡା ରାସ୍ତା କଡ଼ରେ ଏକ ଦୋକାନରେ ବିକ୍ରି ହେଉଥିଲା ଏହି ଜହର । ଗୋଟେ ବୋତଲକୁ ୫୦ ଟଙ୍କା ହିସାବରେ ବିକ୍ରି କରୁଥିଲା ଦୋକାନୀ  । ଚାଲାଣ କରୁଥିବା ସମୟରେ ବିପୁଳ ପରିମାଣର ଦେଶୀମଦ ଜବତ କରିଛି ଅବକାରୀ ବିଭାଗ  । ଏଥିସହିତ ଦୁଇଜଣ ବେପାରୀକୁ ଗିରଫ କରାଯାଇଛି  ।