ସିଡ଼ି ତଳେ ଏହି ସବୁ ଜିନିଷର ଉପସ୍ଥିତି ଆଣିଦିଏ ସଙ୍କଟ!

ସିଡ଼ି ତଳେ ଏହି ସବୁ ଜିନିଷର ଉପସ୍ଥିତି ଆଣିଦିଏ ସଙ୍କଟ!

ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟକ ବସ୍ତୁ ବା ଜିନିଷ ରଖିବାର ନିର୍ଦ୍ଧିଷ୍ଟ ନିୟମ ରହିଛି।ଯାହା ପାଳନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ। ଘରର ସିଡ଼ି ନୈରୁତ କୋଣରେ ହେବା ଶୁଭ ହୋଇଥାଏ। ଚଉଡ଼ା ସିଡି ଘରେ ତିଆରି ହୋଇଥିଲେ ଘର ପାଇଁ ଶୁଭ । ଦକ୍ଷିଣ ଦିଗ, ପୂର୍ବରୁ ପଶ୍ଚିମ ଦିଗ ଆଡକୁ ସିଡିରେ ଉତ୍ତମ ମନାଯାଏ। ସିଡ଼ି ତଳେ ଠାକୁର ଘର ଓ କିଚେନ ଘର ରଖନ୍ତୁନାହିଁ । ସିଡ଼ି ତଳେ ଏହାର ଉପସ୍ଥିତି ଦ୍ବାରା ଗୃହକୁ ସଙ୍କଟ ଆସିଥାଏ। ସିଡ଼ି ତଳେ ଜୋତା ଚପଲ ଥାକ ରଖନ୍ତୁନାହିଁ। ଷ୍ଟୋର ରୁମ୍ ତିଆରି  କରିଥିଲେ ଏହାକୁ ସଫା ସୁତୁରା ରଖନ୍ତୁ। ଭୁଲରେ ବି ସିଡି ତଳେ ପୂଜା ଘର ତିଆରି କରନ୍ତୁନାହିଁ।