୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ

୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ

୨୦୨୭ ଡିସେମ୍ବର ସୁଦ୍ଧା ସରିବ ମେଟ୍ରୋ ରେଳ କାମ । ଭୁବନେଶ୍ୱର ମେଟ୍ରୋ ରେଳ କର୍ତ୍ତୁପକ୍ଷ ଙ୍କ ସୂଚନା ।  ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଟ୍ରେନ। ରାଜମହଲ , ଜୟଦେବ ବିହାର ଓ ବାରଙ୍ଗ ରେ ଅଧିକ ଉଚ୍ଚ ରହିବା। ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଚାଲିବ ମେଟ୍ରୋ ଟ୍ରେନ। ୩କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ କିଣିବାକୁ ହୋଇଛି ଯୋଜନା। ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ଚାଲିଛି ମାଟି ପରୀକ୍ଷା ।  ୫୦/୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ ରେ ପରୀକ୍ଷା କରାଯାଉଛି। ମାଟି ପରୀକ୍ଷା  ସରିବା ପରେ ଫାଉଣ୍ଡେସନ କାମ  ହେବ।