କ’ଣ ଶସ୍ତା ଓ କ’ଣ ମହଙ୍ଗା : ୧ ଟଙ୍କା ଆୟ

କ’ଣ ଶସ୍ତା ଓ କ’ଣ ମହଙ୍ଗା : ୧ ଟଙ୍କା ଆୟ

କ’ଣ ଶସ୍ତା ଓ କ’ଣ ମହଙ୍ଗା
ଶସ୍ତା: 
ମୋବାଇଲ୍ ଫୋନ୍
ଲିଥିୟମ୍ ବ୍ୟାଟେରୀ (ବାଇକ୍ ଓ ମୋବାଇଲ୍ରେ ବ୍ୟବହୃତ)
କ୍ୟାନ୍ସର୍ ଓ ଦୂରାରୋଗ୍ୟ ସମେତ ୩୬ ପ୍ରକାର ଔଷଧ
ମେଡିକାଲ୍ ଉପକରଣ
ଏଲ୍ସିଡି, ଏଲ୍ଇଡି ଟିଭି
ଭାରତରେ ପ୍ରସ୍ତୁତ ବସ୍ତ୍ର
ବୈଦୁତିକ ଯାନ (କାର୍)
ଚମଡ଼ା ଓ ଚମଡ଼ା ପ୍ରସ୍ତୁତ ସାମଗ୍ରୀ
ସଂରକ୍ଷିତ ମାଛ, ମାଛଖାଦ୍ୟ
ବାଇକ୍
କୋବାଲ୍ଟ ପାଉଡର
ଜାହାଜ ନିର୍ମାଣ ଓ ମରାମତି ପାଇଁ ଜରୁରୀ କଞ୍ଚା ମାଲ୍ (୧୦ ବର୍ଷ ପର୍ଯ୍ୟନ୍ତ)
ମହଙ୍ଗା: 
ପ୍ରୋଜେକ୍ଟର୍ ଫ୍ଲାଟ୍ ଟିଭି (ବଡ଼ ପରଦା) ୧୦%ରୁ ୨୦%
କାରଖାନା ଉତ୍ପାଦିତ ହାତବୁଣା ରେଶମ ବସ୍ତ୍ର ୧୦%ରୁ ୨୦%