ଚାଷୀଙ୍କ ଖାତାକୁ ଗଲା ସିଏମ କିଷାନ ୩ୟ କିସ୍ତି ଟଙ୍କା

ଭୁବନେଶ୍ୱର : ସିଏମ କିଷାନ ୩ୟ କିସ୍ତି ଟଙ୍କା ବୁଧବାର ଚାଷୀଙ୍କ ଖାତାକୁ ଯାଇଛି। ଡିବିଟି ଜରିଆରେ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝି ଟଙ୍କା ପଠାଇଛନ୍ତି।୫୧ ଲକ୍ଷ ୫୪ ହଜାର ୧୧୫ ଚାଷୀଙ୍କ ଖାତାକୁ ଟଙ୍କା ଯାଇଥିବା ସୂଚନା ମିଳିଛି। ଡିବିଟି ଜରିଆରେ ୧୦୪୧ କୋଟି ଟଙ୍କା ଯାଇଥିବା ସୂଚନା ମିଳିଛି।