ସମାଜ ସର୍ଭେ : କେଉଁ ବିଧାନସଭା ଆସନରେ କିଏ ?
ExitPoll Odisha

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଖବରକାଗଜ ସମାଜ ପକ୍ଷରୁ ଏକଜିଟ ପୋଲ ପ୍ରକାଶ ପାଇଛି ।
ପଦ୍ମପୁର : କଂଗ୍ରେସ-ବିଜେଡ଼ି ଟକ୍କର
ବିଜେପୁର : ବିଜେଡ଼ି
ବରଗଡ଼ : ବିଜେଡ଼ି
ଭଟଲି : ବିଜେଡ଼ି
ବ୍ରଜରାଜନଗର : ବିଜେଡ଼ି-ବିଜେପି ଫାଇଟ୍
ଝାରସୁଗୁଡ଼ା : ବିଜେଡ଼ି
ତଳସରା : ବିଜେଡ଼ି
ସୁନ୍ଦରଗଡ଼ : ବିଜେପି-ବିଜେଡ଼ି ଟକ୍କର
ବୀରମିତ୍ରପୁର : ବିଜେପି
ରଘୁନାଥପଲ୍ଲୀ : ବିଜେଡ଼ି
ରାଉରକେଲା : ବିଜେପି-ବିଜେଡ଼ି ଲଢେ଼ଇ
ରାଜଗାଙ୍ଗପୁର : ବିଜେପି
ବଣାଇ : ସିପିଏମ୍-ବିଜେଡ଼ି ଟକ୍କର
କୁଚିଣ୍ଡା : ବିଜେପି-ବିଜେଡ଼ି ଲଢେ଼ଇ
ରେଙ୍ଗାଲୀ : ବିଜେଡ଼ି
ସମ୍ବଲପୁର : ବିଜେଡ଼ି-ବିଜେପି ଟକ୍କର
ରେଢ଼ାଖୋଲ : ବିଜେଡ଼ି
ଦେବଗଡ଼ : ବିଜେପି-ବିଜେଡ଼ି ଲଢେ଼ଇ
ଛେଣ୍ଡିପଦା : ବିଜେଡ଼ି-ବିଜେପି ଟକ୍କର
ଆଠମଲ୍ଲିକ : ବିଜେଡ଼ି
ବୀରମହାରାଜପୁର : ବିଜେପି
ସୋନପୁର : ବିଜେଡ଼ି
ଲୋଇସିଂହା : ବିଜେପି
ପାଟଣାଗଡ଼ : ବିଜେଡ଼ି
ବଲାଙ୍ଗୀର : ବିଜେଡ଼ି
ଟିଟିଲାଗଡ଼ : ବିଜେଡ଼ି-ବିଜେପି ଲଢେ଼ଇ
କଣ୍ଟାବାଞ୍ଜି : ବିଜେଡ଼ି
ନୂଆପଡ଼ା : ବିଜେଡ଼ି
ଖରିଆର : ବିଜେପି
ଲାଞ୍ଜିଗଡ଼ : ବିଜେଡ଼ି
ଜୁନାଗଡ଼ : ବିଜେପି
ଧର୍ମଗଡ଼ : ବିଜେଡ଼ି
ଭବାନୀପାଟଣା : ବିଜେଡ଼ି
ନର୍ଲା : କଂଗ୍ରେସ
ଉମରକୋଟ : ବିଜେପି
ଝରିଗାଁ : ବିଜେଡ଼ି
ନବରଙ୍ଗପୁର : ବିଜେପି
ଡାବୁଗାଁ : ବିଜେପି
କୋଟପାଡ଼ : ବିଜେପି
ମାଲକାନାଗିରି : ବିଜେପି
ଚିତ୍ରକୋଣ୍ଡା : ବିଜେପି
ଗୁଣୁପୁର : ବିଜେଡ଼ି
ବିଷମକଟକ : କଂଗ୍ରେସ
ରାୟଗଡ଼ା : କଂଗ୍ରେସ-ବିଜେପି ଲଢେ଼ଇ
ଲକ୍ଷ୍ମୀପୁର : କଂଗ୍ରେସ
ଜୟପୁର : କଂଗ୍ରେସ
କୋରାପୁଟ : ବିଜେପି
ପଟାଙ୍ଗୀ : ବିଜେଡ଼ି