ମନମୋହନ ସାମଲ ଦାଖଲ କଲେ ନାମାଙ୍କନପତ୍ର

ମନମୋହନ ସାମଲ ଦାଖଲ କଲେ ନାମାଙ୍କନପତ୍ର

ଭାଜପାର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମନମୋହନ ନାମାଙ୍କନ ଭରିଛନ୍ତି। ତା’ପୂର୍ବରୁ ଚାନ୍ଦବାଲିର ଆରାଧ୍ୟ ଦେବୀ ମା ଦକ୍ଷିଣେଶ୍ୱରୀ କାଳୀଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ।