୫୦୨୩ ଏମବିବିଏସ ଓ ୫୦୦୦ପିଜି ସିଟ୍ ସାମିଲ୍
ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲଗୁଡାକୁ ଆଧୁନିକୀକରଣ ନିଷ୍ପତ୍ତି । ଏହି ସମ୍ପ୍ରସାରଣ ଓ ଉନ୍ନତି ପାଇଁ ବ୍ୟୟ ବରାଦ ୧୫,୦୩୫ କୋଟି । ୧୧ବର୍ଷ ଭିତରେ ମେଡିକାଲ କଲେଜ ସଂଖ୍ୟା ୩୮୭ରୁ ୮୦୮କୁ ବୃଦ୍ଧି ପାଇଥିବା ସୂଚନା ପ୍ରକାଶ ପାଇଛି ।