ଏସଆଇ ପରୀକ୍ଷା କେଁ : ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି କିଏ?
ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ସାମ୍ନାକୁ ଆସିଲଶ ବଡ ଅପଡେଟ୍ । ୧୧୪ଜଣ ପରୀକ୍ଷାର୍ଥୀ ଓ ଦଲାଲ ଗିରଫ ପରେ ତତ୍ପରତା । ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା । ଦୁହେଁ ସ୍ପେଶାଲ କୋଚିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ । ପ୍ରତ୍ୟେକଙ୍କ ଠାରୁ ୨୫ଲକ୍ଷ ଟଙ୍କା ନେବାକୁ ଡିଲ୍ ହୋଇଥିଲା । ଦୁହେଁ ପରୀକ୍ଷାର୍ଥୀଙ୍କ ସବୁ ଅରିଜିନାଲ ସାଟିଫିକେଟ ନେଇଯାଇଥିଲେ । ୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ ପାଇଁ ହୋିଥିଲା କୋଟି କୋଟି ଟଙ୍କାର ଡିଲ୍ ହୋଇଥିଲା । କେବଳ ଶଙ୍କର ପୃଷ୍ଟି , ମୁନା ନାହାଁନ୍ତି ନା ଏହା ପଛରେ ଆଉ କିଏ ବଡ ଅଧିକାରୀ ଅଛନ୍ତି ? କ’ଣ ପାଇଁ ସିଲକନ୍ ପରେ ପଞ୍ଚସପ୍ଟକୁ ପରୀକ୍ଷା ଦାୟିତ୍ୱ ପ୍ରଶ୍ନ ଉଠିଲା ପ୍ରଶ୍ନ ।