ୱାକଫ୍ ବିଲକୁ ନେଇ ବିଜେଡି ଦିଫାଳ

ୱାକଫ୍ ବିଲକୁ  ନେଇ ବିଜେଡି ଦିଫାଳ

ୱାକଫ୍ ବିଲକୁ ନେଇ ବିଜେଡି ଦିଫାଳ । ବିଜେଡିରେ ୱାକଫ୍ ବିଲକୁ ନେଇ ଭୋଟିଂ ବେଳେ ଫାଟ ସୃଷ୍ଟି ହୋଇଛି । ବିଜେପି - ବିଜେଡି ଡିଲ୍ ହୋଇଛି କହିଲେ ବଦ୍ରୀ ପାତ୍ର । ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ପରେ ଚର୍ଚ୍ଚା ଜୋର ଧରିଛି ।