ପ୍ରତ୍ୟାଶା ପାଇବେ ଏକଲବ୍ୟ ପୁରସ୍କାର
ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ଏକଲବ୍ୟ ପୁରସ୍କାର । ‘ଇମ୍ପାକ୍ଟ ‘ ପରିଚାଳିତ ଏକଲବ୍ୟ ପୁରସ୍କାର ପାଇବାକୁ ମନୋନୀତ । ଏଥର ବର୍ଦ୍ଧିତ ପୁରସ୍କାର ରାଶି ବାବଦରେ ୫ଲକ୍ଷ ବଦଳରେ ୭ଲକ୍ଷ ପାଇବେ । ଧାବକ ଦଣ୍ଡପତିମୃତ୍ୟୁମ୍ ଜୟରାମ , ସଟଲର ତନ୍ଭୀପ୍ତ୍ୀ ଉପବିଜେତା ହୋଇଛନ୍ତି । ଜୟରାମ ଓ ତନ୍ଭୀ ବର୍ଦ୍ଧିତ ରାଶି ୧ଲକ୍ଷ ବଦଳରେ ୧.୫ଲକ୍ଷ ପାଇବେ । ଆଗାମୀ ଏକଲବ୍ୟ ପୁରସ୍କାର ଉତ୍ସବରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯିବ ।