ବିଜେଡି ଛାଡିଲେ ଏନ୍.ଭାସ୍କର ରାଓ
ବିଜେଡି ଛାଡିଲେ ଏନ୍.ଭାସ୍କର ରାଓ । ବସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜୁ ସ୍ୱାଭିମାନ ମଞ୍ଚ ଗଠନ ନେଇ ସୂଚନା ଦେଇଛନ୍ତି ଏନ୍.ଭାସ୍କର ରାଓ ।