ବିଜେଡିକୁ ବାଏ ବାଏ କଲେ ଏନ୍.ଭାସ୍କର ରାଓ

ବିଜେଡିକୁ ବାଏ ବାଏ କଲେ ଏନ୍.ଭାସ୍କର ରାଓ

ବିଜେଡି ଛାଡିଲେ ଏନ୍.ଭାସ୍କର ରାଓ । ବସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜେଡିର ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ । ବିଜୁ ସ୍ୱାଭିମାନ ମଞ୍ଚ ଗଠନ ନେଇ ଦେଲେ ସୂଚନା ।