ବିହାରରେ ଓଲଟିଲା ଓଡ଼ିଶା ବସ୍‌ : ୩୫ ଯାତ୍ରୀ ଆହତ

ବିହାରରେ ଓଲଟିଲା ଓଡ଼ିଶା ବସ୍‌  : ୩୫ ଯାତ୍ରୀ ଆହତ

 ବିହାରର ମୁହାନିଆରେ ଓଲଟିଲା  ଓଡ଼ିଶା ବସ୍‌  ।  ଏହି ଦୁର୍ଘଟଣାରେ  ୩ ଗୁରୁତର ଏବଂ ୩୫ ଯାତ୍ରୀ ଆହତ ହୋଇଥିବା ସୂଚନା ।  ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ଯାଉଥିବାବେଳେ ଘଟିଲା ଏହି ଦୁର୍ଘଟଣା ।   ସୂଚନାମୁତାବ, ଭୋଗରାଇରୁ ୭୦ ଯାତ୍ରୀ ମହାକୁମ୍ଭ ମେଳା ଯାଉଥିଲେ । ଉଭୟ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।