ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ ?

ହୃଦଘାତରେ ରୋଗୀମାନେ କ’ଣ ଖାଇବା ଆବଶ୍ୟକ । କ’ଣ ଖାଇଲେ ହୃଦୟ ସୁସ୍ଥ ରହିବ । ଆଉ କେଉଁ ଜିନିଷକୁ ଖାଇବାରୁ ଆପଣ ନିବୃତ ରହିବେ ।
- ପନିପରିବା ଓ ଫଳ ଉପରେ ଅଧିକ ନିର୍ଭର କରନ୍ତୁ
- ପ୍ରତ୍ୟେକ ଦିନ ପନିପରିବା ସହ ଗୋଟିଏ ଫଳ ଖାଇବା ଆବଶ୍ୟକ
- ଶରୀରରେ ଅଧିକ ଚର୍ବି ରହିବା ହୃଦ୍ରୋଗର ମୁଖ୍ୟ କାରଣ
- ତେଲ ଜାତୀୟ ଖାଦ୍ୟ ଶରୀରରେ ଅଧିକ ଚର୍ବି ବଢାଇଥାଏ
- ମିଠା ଜାତୀୟ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ ନାହିଁ
- କମ୍ ଲୁଣ ଥିବା ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ - ଅଧିକ ତେଲ ଥିବା ଖାଦ୍ୟ ଖାଆନ୍ତୁ ନାହିଁ