ଭୁବନେଶ୍ୱରର ସବୁ ପୋଷ୍ଟ ଅଫିସରେ ଲିଙ୍କ୍ ଫେଲ୍ ସମସ୍ୟା

ଭାଇ ପାଖେ ରାକ୍ଷୀ ପହଁଞ୍ଚିବ ତ? କୋରିଅରରେ ରାକ୍ଷୀ ପଠାଇଲେ ଅଧିକ ଖର୍ଚ୍ଚ ଲାଗୁଛି । ଏହାଛଡା ଚିଠି ଓ ଡକୁ୍ୟମେଣ୍ଟ ପଠାଇବାକୁ ଲାଗିଛି ଲମ୍ବା ଲାଇନ୍ । ଅନ୍ୟାନ୍ୟ ଡକୁ୍ୟମେଣ୍ଟ ପଠାଇବାରେ ବି ଅସୁବିଧା ହେଉଛି । ଆଗକୁ ରାଖୀ ପୂର୍ଣ୍ଣିମା ରହିଥିବାବେଳେ ଭାଇଙ୍କ ପାଖକୁ ରାକ୍ଷୀ ପଠାଇବାକୁ ଲମ୍ବା ଲାଇନ୍ ଲାଇନ୍ ଲାଗି ରହିଛି । ରାକ୍ଷୀ ଠିକ୍ ଟାଇମରେ ପହଁଞ୍ଚିବ କି ନାଇଁ ସନେ୍ଦହ । ପୋଷ୍ଟ ଅଫିସରେ ରାକ୍ଷୀ ପଠାଇବାକୁ ଲମ୍ବା ଲାଇନ୍ ।