କୋଟିଆରେ ହେବ ରଥଯାତ୍ରା : ରଥ ଟାଣିବେ ରାଜସ୍ବ ମନ୍ତ୍ରୀ!

କୋଟିଆରେ ହେବ ରଥଯାତ୍ରା :  ରଥ ଟାଣିବେ ରାଜସ୍ବ ମନ୍ତ୍ରୀ!

 ପ୍ରଥମଥର ପାଇଁ କୋଟିଆରେ ହେବ ରଥଯାତ୍ରା । ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ !  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହେବେ । ପ୍ରଥମ ଥର କୋଟିଆ ରଥ ଯାତ୍ରାରେ ସାମିଲ ହେବେ ମନ୍ତ୍ରୀ । କୋଟିଆବାସୀଙ୍କ ଅନୁରୋଧ ପରେ ଯିବେ ରାଜସ୍ବ ମନ୍ତ୍ରୀ । ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ । ପୁରୀ ରଥଯାତ୍ରା ପରଦିନ କୋଟିଆରେ ହେବ ରଥଯାତ୍ରା ।