କାମରେ ଯୋଗ ଦେବାକୁ ନିବେଦନ : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : ବିଏମସି ଆଟାକ ଘଟଣାରେ ଓଏସ୍ ସଂଘର ବୈଠକ ପରେ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ । ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ହେବା ଆଇନ୍ ସମ୍ମତ ନୁହେଁ । ଆନେ୍ଦାଳନର ଅର୍ଥ ଏୟା ନୁହଁ, ଲୋକଙ୍କୁ ବିପଦରେ ପକାଇବା । ଆନେ୍ଦାଳନ ପ୍ରତ୍ୟାହାର କରି କାମରେ ଯୋଗ ଦେବାକୁ ନିବେଦନ କଲେ ମନ୍ତ୍ରୀ ।