ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କର : ଓଏସ୍ ସଂଘ
ଭୁବନେଶ୍ୱର : ସଂଘ ବୈଠକରେ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିବାକୁ ଦାବି ରଖିଛି ଓଏସ୍ ସଂଘ । ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ଓଏସ୍ ସଂଘର ଚେତାବନୀ । ସରକାର ନିଷ୍ପତ୍ତି ନିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେବାକୁ ପ୍ରସ୍ତାବ ପାରିତ ହୋଇଛି ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ , ସାଧାରଣ ସେବା ବ୍ୟବସ୍ଥା ଉପରେ ହୋଇଛ ବୋଲି ଉଲ୍ଲେଖ କରିଛନ୍ତି । ଏହାଛଡା ଫିଲ୍ଡରେ କାର୍ଯ୍ୟରତ ଅଫିସରଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଦେବାକୁ ଦାବି ମଧ୍ୟ ରଖାଯାଇଛି ।