ଭିଡ ଦେଖି ଯୋଜନା କର : ଡିସିପି
ମଣ୍ଡପ ଆଗରେ ଗାଡି ରଖି ଦର୍ଶନ କଲେ ପୋଲିସ କାଟିବ ଫାଇନ୍ । ଭିଡ ଉପରେ ଦୃଷ୍ଟି ଦେଇ ପୂଜା ବୁଲିବା ଯୋଜନା କରନ୍ତୁ କହିଛନ୍ତି ଟ୍ରାଫିକ୍ ଡିସିପି । ଖୋର୍ଦ୍ଧା ଓ କଟକ ପଟୁ ଭାରିଯାନ ଆସିବା ବାରଣ କଲେ । ଦିନ ଦି’ଟା ପରଠୁ ନିର୍ଦ୍ଧିଷ୍ଟ କେତେକ ରୁଟରେ ଗଡିବନି ‘ଆମ ବସ୍’ ।