ରାଜ୍ୟରେ ପ୍ରବଳ ତୁଷାର

ପାହାଡିଆ  ରାଜ୍ୟରେ ପ୍ରବଳ ତୁଷାର ।   ଉତରାଖଣ୍ଡ, ହିମାଚଳ,କାଶ୍ମୀରରେ ପ୍ରବଳ ତୁଷାରପାତ ଜାରି ରହିଛି  । ଏହି ସବୁ ରାଜ୍ୟମାନଙ୍କରେ ଗତ ୪ଦିନ ହେବ ପ୍ରବଳ ତୁଷାରପାତ ହୋଇଛି   ।  ଏହା  ଯୋଗୁଁ ବିଭିନ୍ନ ରାସ୍ତାରେ ବରଫ ଜମାଟ ବାନ୍ଧିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି  । କେବଳ ସେତିକି ନୁହେଁ ହଜାର ସଂଖ୍ୟକ ପର୍ଯଟକ ଫସିରହିଛନ୍ତି  । ୯୬ଦିନ ପାଇଁ ଆଂଚଳିକ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ତେବେ ଗୋଟିଏ ପଟେ ମଜା ଆଉ ଗୋଟେ ପଟେ ସଜା ପାଉଛନ୍ତି   ପର୍ଯ୍ୟଟକ   ।