ଆଜି କେମିତି କଟିବ ଅପଣଙ୍କ ଦିନ ?
ମେଷ : ଆଜି ସକାଳୁ ନୂତ ବନ୍ଧୁ ଦେଖା ହେବେ । ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ସଫଳତା ପାଇ ପାରନ୍ତି । ଖର୍ଚ୍ଚ ବୃଦ୍ଧି ପାଇବ । ଦୁର୍ଘଟଣା ଜନିତ ସମସ୍ୟା ଦେଖାଦେଇପାରେ।
ବୃଷ : କର୍ମ କ୍ଷେତ୍ରରେ ସହନଶୀଳତା ଯୋଗୁ ଉନ୍ନତି ପରିଲକ୍ଷିତ ହେବ। ବନ୍ଧୁ ସହଯୋଗ ବଢ଼ିବ। ତୀର୍ଥ ଯାତ୍ରାର ସୁଯୋଗ ଆସିପାରେ । ମହିଳାମାନେ ସୁଖି ହେବ।
ମିଥୁନ : ବ୍ୟବସାୟରେ ସାମାନ୍ୟ ଲାଭ ଦେଖାଦେବ। ସାମାଜିକ କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ବାଦ ବିବାଦ ସୃଷ୍ଟି ହେବ।
କର୍କଟ : ନୂତନ ଯୋଜନାରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଜଟିଳ ହୋଇପାରେ । ପାରିବାରିକ ସହଯୋଗ ମିଳିବ । ଅଳ୍ପ ଲାଭ ଯୋଗ ରହିଛି ।
ସିଂହ : ବ୍ୟବସାୟରେ ସମାନ ରହିବ । ଅତ୍ୟଧିକ ପରିଶ୍ରମ ଦ୍ୱାରା ଅସୁବିଧା ହୋଇପାରରେ । ଅତ୍ୟଧିକ ବ୍ୟୟ ଯୋଗ ରହିଛି। ସାମାଜିକ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।
କନ୍ୟା : ଅସ୍ଥାୟୀ କାର୍ଯ୍ୟ ସ୍ଥାୟୀହେବ । ବନ୍ଧୁ ସହଯୋଗ ମିଳିବ । ସହକର୍ମୀମାନେ ସହଯୋଗ କରିବେ। ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ।
ତୁଳା : କର୍ମ କ୍ଷେତ୍ରରେ ଉନ୍ନତି ହେବ । କୌଣସି ସାମାଜିକ କାର୍ଯ୍ୟରେ ଜଡ଼ିତ ହୋଇପାରନ୍ତି। ଶତ୍ରୁମାନେ ପରାଜିତ ହେବେ। ଆକସ୍ମିକ ଧନ ଲାଭ ହେବ।
ବିଛା : ନୂତନ ଦ୍ରବ୍ୟ କ୍ରୟର ସୁଯୋଗ ଆସିବ। ବାଦ ବିବାଦର ସମାଧାନ ହେବ । ମହିଳାମାନେ ସୁଖି ହେବେ । ପ୍ରତିଯୋଗିତାରେ ସଫଳତା ଲାଭ କରିବେ ।
ଧନୁ : ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ । କୌଣସି ବିସିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିପାରେ । ମାନସିକ ଶାନ୍ତି ରହିବ । ପାରିବାରି ସହଯୋଗ ମିଳିବ ।
ମକର : ଆଜି ହଠାତ୍ କୌଣସି ଅସୁବିଧା ଦେଖାଦେଇପାରେ । ଚାକିରୀ କ୍ଷେତ୍ରରେ ସହାନୁଭୂତିତା ପାଇ ପାରନ୍ତି । ମହିଳାମାନେ ଅନନ୍ଦିତ ହେବେ ।
କୁମ୍ଭ : ବହୁ ଦିନର ରହିଥିବା କାମ ଆଜି ମଧ୍ୟାହ୍ନରେ ହୋଇଯିବ । ସମସ୍ତ କାର୍ଯ୍ୟ ଶୁଭପଦ ହେବ । ନୂତନ ମୂଲ୍ୟବାନ ପଦାର୍ଥ କ୍ରୟ କରିପାରନ୍ତି ।
ମୀନ : ପାରବାରିକ ଶାନ୍ତି ବୃଦ୍ଧି ପାଇବ । ବ୍ୟବସାୟରେ ସତ୍ତର୍କତା ଅବଲମ୍ବନ କରନ୍ତୁ । ଚାକିରୀ କ୍ଷେତ୍ରରେ ସାବଧାନ ରହିବା ଉଚିତ୍ ।
Samir Kumar Rout