ଏପ୍ରିଲ୍ ୭ରେ ବ୍ରତୋପନୟନ
ବଲାଙ୍ଗିର : ଆସନ୍ତା ଚୈତ୍ର ମାସ ଶୁକ୍ଳପକ୍ଷ ଶ୍ରୀ ରାମନବମୀ ଜନ୍ମ ଉତ୍ସବ ଆସନ୍ତା ତା୦୭.୦୪.୨୦୨୫ ରେ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ମହନ୍ତ ମହାରାଜ ବ୍ରଜ ମୋହନ ଶରଣ ଦେବ ଓ ଗୁରୁ ଭାଇ ଭଉଣୀ ସେବା ସଂଘ ଟ୍ରଷ୍ଟ ବଲାଙ୍ଗିର ଦ୍ୱାରା ୨୧ଜଣ ବ୍ରାହ୍ମଣ ପିଲାମାନଙ୍କ ବ୍ରତୋପନୟନ ହେବ । ତେଣୁ ଯେଉଁ ବ୍ରାହ୍ମଣ ପିଲା ବ୍ରତ ହେବେ ସେମାନେ ଆସନ୍ତା ତା.୨୫.୦୩.୨୫ ଦିନ ସୁଦ୍ଧା ନୃସିଂହ ମନ୍ଦିର ଅଫିସରେ ଦିବା ଘ.୧୦ ରୁ ୧୨ ରେ ଆସି ଫର୍ମ ନେଇ ଆବେଦନ କରିପାରିବେ ।