କି କଥା ବୋଇଲେ ?

କି କଥା ବୋଇଲେ ?


"ଆମ ବସ୍‌' ଏବେ ପାଲଟିଛି ଯମ
ନଉଚି ଖାଲି ଯେ ମୁଣ୍ଡ
ଭୋବନେଶରର ବାଟରେ, ଘାଟରେ
ନିତି ଭିଆଉଛି କାଣ୍ଡ...
ଯେମନ୍ତ ସାକ୍ଷାତ ଷେଣ୍ଢ...
ଘିରିଘିରିଘିରି ହଉଚି ଖାଲି ତ
ରାଜମାର୍ଗେ ଲଣ୍ଡ ଭଣ୍ଡ...