କି କଥା ବୋଇଲେ ?

କି କଥା ବୋଇଲେ ?

ବିଜେଡି ଦଳିଆ କିସ ଯେ କରିବେ
ନିଜେ ନପାରନ୍ତି ଜାଣି
ଶଂଖ ବାଜୁନାହିଁ ବିଲୁକୁଲୁ ଆଉ
ପଶି ଗଲାଣି କି ପାଣି...
ଦିନ ଯାଏ ଗଣି ଗଣି...
ଲୋକେ କହିଲେଣି କାମକୁ ନୁହଁ ହେ
ଇଏ କି ଅବସ୍ଥା ମଣି...