କି କଥା ବୋଇଲେ?

କି କଥା ବୋଇଲେ?

ପରବ ପର୍ବାଣୀ ଉସବ ଆଦିରେ 
ହବା ପାଇଁ ଥେଇ ଥେଇ...
ଡିଆଁ ଉକୁଚାରେ ଭୋଳ ଭେଣ୍ଡା ପିଲେ
ମଉଜକୁ ମସ୍ତି ପାଇଁ...
ସବୁ ଖାଲି ଘାଇଁ ଘାଇଁ...
ଡିଜେ ସାଉଣ୍ଡୁରେ ଜୀବନ ଯାଉଚି
କିଏ ବୁଝିବାକୁ ନାଇଁ...