ଦିନରେ ୟୁଟ୍ୟୁବ୍ରେ ପ୍ରବଚନ, ରାତିରେ ଚୋରି
ଭୁବନେଶ୍ୱର : ଦିନରେ ୟୁଟଚ୍ୟବ୍ରେ ଚୋରି କରିବା ଅପରାଧ, କିପରି ରୋକା ଯାଇ ପାରିବ ବୋଲି ଦେଉଥିଲେ ପ୍ରବଚନ । ରାତିରେ କରୁଥିଲେ ଚୋରି । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଗିରଫ ହୋଇଛନ୍ତି ଭଣ୍ଡ ପ୍ରବଚକ ମନୋଜ ସିଂ । ପୁଲିସ ତାଙ୍କ ନିକଟରୁ ୨ ଶହ ଗ୍ରାମ୍ ସୁନା, ୧ ଲକ୍ଷ ନଗଦ ଟଙ୍କା ସହ ବାଇକ୍ ଓ ଲୁହା ରଡ ମଧ୍ୟ ଜବତ କରିଛି ।